ଶେୟାର ବଜାରରେ ଉତ୍ଥାନ; ସେନ୍ସେକ୍ସ ଓ ନିଫ୍ଟି ଉଭୟ ଉପରମୁଖୀ
ସସଞ୍ଜୟ ମିଶ୍ର9 ଦିନ ପୂର୍ବେମୁମ୍ବାଇ4.1ହଜାର ପଠନ

ମୁମ୍ବାଇ: ଆଜି ଶେୟାର ବଜାରରେ ଉତ୍ଥାନ ଦେଖାଯାଇଛି। ସେନ୍ସେକ୍ସ ଓ ନିଫ୍ଟି ଉଭୟ ଉପରମୁଖୀ ରହିଛି। ବ୍ୟାଙ୍କିଂ, ଆଇଟି ଏବଂ ଅଟୋ ଷ୍ଟକ୍ ଲାଭରେ ରହିଛି।