କୃଷକ ସହାୟତା ଯୋଜନାରେ ନୂଆ ଘୋଷଣା; ଆର୍ଥିକ ସହାୟତା ବଢ଼ିବ
ବବିକାଶ ବେହେରା9 ଦିନ ପୂର୍ବେସମ୍ବଲପୁର4.3ହଜାର ପଠନ

ଭୁବନେଶ୍ୱର: ରାଜ୍ୟ ସରକାର କୃଷକଙ୍କ ପାଇଁ ନୂଆ ସହାୟତା ଯୋଜନା ଘୋଷଣା କରିଛନ୍ତି। ବିହନ, ସାର ଓ ସିଞ୍ଚାଇ ଉପରେ ଅଧିକ ଗୁରୁତ୍ୱ ଦିଆଯିବ।